
➡️ କାହାକୁ ସାହାଯ୍ୟ କରିବା, ବା କାହାର ସାହାରା ବନିବା କିଛି ଖରାପ କଥା ନୁହେଁ କିନ୍ତୁ ମନରେ ସ୍ବାର୍ଥ୍ୟ ରଖି କାହାକୁ ସାହାଯ୍ୟ କରବାରେ କିଛି ମୂଲ୍ୟ ନଥାଏ !!
➡️ ନିଜକୁ ସଚ୍ଚୋଟ ବନାଇବା ଆଶାରେ ନିଜ ଜୀବନ ନଷ୍ଟ କର ନାହିଁ !!
➡️ ଆବଶ୍ୟକତା ଠାରୁ ଅଧିକ ସଚ୍ଚୋଟ ରହିଲେ ଲୋକେ ଲେମ୍ବୁ ପରି ଚିପୁଡି ଦିଅନ୍ତି ଶେଷରେ ଲେମ୍ବୁ ଚୋପାପରି ଅାପଣବି ପିତା ହୋଇଯିବେ !!
➡️ କ’ଣ ଘଟିଛି ସେ ବିଷୟରେ ଚିନ୍ତା କରିବା ଅପେକ୍ଷା, ପରବର୍ତ୍ତୀ ସମୟରେ କଣ କରିବା ଉଚିତ ତାହା ଉପରେ ଧ୍ୟାନ ଦିଅନ୍ତୁ !!
➡️ କେହି ପଛକୁ ଯାଇ ଏକ ନୂତନ ଆରମ୍ଭ କରିପାରିବେ ନାହିଁ, କିନ୍ତୁ ଆଜିଠାରୁ ଆରମ୍ଭ କରି ଏକ ନୂତନ ସମାପ୍ତି କରିପାରିବେ !!
➡️ ଜୀବନରେ ସବୁ ଲଢେଇ ଏକା ହିଁ ଲଢିବାକୁ ପଡିବ କାରଣ ଅନ୍ୟମାନେ କେବଳ ସାନ୍ତ୍ଵନା ଦେବେ କିନ୍ତୁ ପାଖରେ କେହି ଛିଡା ହେବେ ନାହିଁ !!
☘️🌸🙏ଜୟ ଜଗନ୍ନାଥ🙏🌸☘️