inspirational spiritual quotes about Human being

💝ଆଜିର ଅନୁଚିନ୍ତା💝ନିଜ ଜୀବନ ନଷ୍ଟ କର ନାହିଁ…

Spiritual Quotes
Reading Time: < 1 minute

➡️ କାହାକୁ ସାହାଯ୍ୟ କରିବା, ବା କାହାର ସାହାରା ବନିବା କିଛି ଖରାପ କଥା ନୁହେଁ କିନ୍ତୁ ମନରେ ସ୍ବାର୍ଥ୍ୟ ରଖି କାହାକୁ ସାହାଯ୍ୟ କରବାରେ କିଛି ମୂଲ୍ୟ ନଥାଏ !!

➡️ ନିଜକୁ ସଚ୍ଚୋଟ ବନାଇବା ଆଶାରେ ନିଜ ଜୀବନ ନଷ୍ଟ କର ନାହିଁ !!

➡️ ଆବଶ୍ୟକତା ଠାରୁ ଅଧିକ ସଚ୍ଚୋଟ ରହିଲେ ଲୋକେ ଲେମ୍ବୁ ପରି ଚିପୁଡି ଦିଅନ୍ତି ଶେଷରେ ଲେମ୍ବୁ ଚୋପାପରି ଅାପଣବି ପିତା ହୋଇଯିବେ !!

➡️ କ’ଣ ଘଟିଛି ସେ ବିଷୟରେ ଚିନ୍ତା କରିବା ଅପେକ୍ଷା, ପରବର୍ତ୍ତୀ ସମୟରେ କଣ କରିବା ଉଚିତ ତାହା ଉପରେ ଧ୍ୟାନ ଦିଅନ୍ତୁ !!

➡️ କେହି ପଛକୁ ଯାଇ ଏକ ନୂତନ ଆରମ୍ଭ କରିପାରିବେ ନାହିଁ, କିନ୍ତୁ ଆଜିଠାରୁ ଆରମ୍ଭ କରି ଏକ ନୂତନ ସମାପ୍ତି କରିପାରିବେ !!

➡️ ଜୀବନରେ ସବୁ ଲଢେଇ ଏକା ହିଁ ଲଢିବାକୁ ପଡିବ କାରଣ ଅନ୍ୟମାନେ କେବଳ ସାନ୍ତ୍ଵନା ଦେବେ କିନ୍ତୁ ପାଖରେ କେହି ଛିଡା ହେବେ ନାହିଁ !!

☘️🌸🙏ଜୟ ଜଗନ୍ନାଥ🙏🌸☘️

 

💝ଆଜିର ଅନୁଚିନ୍ତା💝ପକୃତ ସମ୍ପର୍କ…

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x