
🌹ଧନ୍ୱନ୍ତରୀ ଜୟନ୍ତୀ ଓ ନରକ ଚତୁର୍ଦ୍ଦଶୀ🌹
ତୁଳା ଦି୨୮ନ ନଭେମ୍ବର ତା୧୩ରିଖ ରାଃ କାର୍ତ୍ତିକ ଦି୨୨ନ ଶୁକ୍ରବାର
ତ୍ରୟୋଦଶୀ ଦ୩୦|୪୫ ରାଘ୬।୧୬ ଚିତ୍ରା ଦ୪୪।୪୮ରାଘ ୧୧।୫୩ କନ୍ୟାଚନ୍ଦ୍ର ଦ୧୮।୨୯ ଘ୧।୨୩ ପ୍ରୀତି ଦ୧୭।୪୪ ଘ୧।୩ ଗର ଦ୫।୨ ଘ୭।୫୯ ବାଣିଜ୍ୟ ଦ୨୫।୪୩ ସଂଘ୬।୧୬ ରବ୍ୟଂଶ ୨୬।୩୪।୧୯ ସୃକ୍ଷ୍ମଚନ୍ଦ୍ର ରା୫।୨୫।୨୦।୮ ଦିନାର୍ଦ୍ଧ ଦ୧୩।୫୩।୫ ନିଶାର୍ଦ୍ଧ ଦ୧୬।୬।୫୫
____________
ଭାରତୀୟ ସାଧାରଣ ସମୟ ଅନୁସାରେ (IS.T.)
ତୁଳା ଦ୪/୪୬/୧୫ ଇଂଘ୫/୫୭/୫୨ ଗତେ ଉଦୟ
ମେଷ ଦ୪/୦୦/୦୦ ଇଂଘ ୫/୦୪/୨୪ ଗତେ ଅସ୍ତ ।
____________
ଯୋଗିନୀ ଦକ୍ଷିଣେ । ରାତ୍ରି ଘ୬।୧୬ ଗତେ ପଶ୍ଚିମେ । ଯାତ୍ରା ଶୁଭ । ଦକ୍ଷିଣେ, ଅଗ୍ନିକୋଣେ, ପୂର୍ବେ ଯାତ୍ରା ନାସ୍ତି । ଅଦ୍ୟ ଦେବତାଗଠନ, ନାମକରଣ,ଦୀକ୍ଷାଗ୍ରହଣ, ଔଷଧିକରଣ ଓ ଭକ୍ଷଣ, ତୈଳରନ୍ଧନ,ନୌକାଗଠନ ଓ ଚାଳନ, ହଳପ୍ରବାହ ଓ ବୀଜବପନ,ଧାନ୍ୟଚ୍ଛେଦନ ଓ ସ୍ଥାପନ, ବାଣିଜ୍ୟକରଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ବୃଷ ରାଶିର ବୃଷ ରାଶିର ଘାତଚନ୍ଦ୍ର । ବିଛା ଧନୁ ଓ ମୀନ ରାଶିମାନଙ୍କର ଘାତବାର । ରାତ୍ରି ଘ୧ ୧।୫୩ ଗତେ ବିଶାଖା ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଉତ୍ତରଭାଦ୍ର ଅଶ୍ୱିନୀ କୃତ୍ତିକା ମୃଗଶିରା ପୁନର୍ବସୁ ।ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୧।୨୩ ଗତେ ତୁଳା ବିଛା ଧନୁ ମକର ମେଷ ବୃଷ କର୍କଟ ସିଂହ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ଦିବା ଘ୮।୪୬ ଗତେ ଘ୧ ୧।୩୪ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୮।୧୬ ଗତେ ଘ୯।୫୨ ମଧ୍ୟେ କାଳରାତ୍ରି । ରଜଶ୍ଚକ୍ରେ ଭିକ୍ଷାସୀ । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବାର୍ତ୍ତାକୀ (ବାଇଗଣ) ରାତ୍ରି ଘ୭।୧୬ ଗତେ ମାଷ ( ବିରି) ଭକ୍ଷଣ ନିଷେଧ । ଅଦ୍ୟ ଧନ୍ବନ୍ତରୀ ଜୟନ୍ତୀ ।ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା । ନରକ ଚତୁର୍ଦ୍ଦଶୀ ।(ଅମୃତ) – ଦିବା ଘ୭।୨୧ ମ ଘ୩।୪୦ ଗତେ ଘ୫।୪ ମ ରାତ୍ରି ଘ୬।୪୦ ମ ଘ୨।୪୦ ଗତେ ଘ୫।୫୮ ମଧ୍ୟେ ।(ମାହେନ୍ଦ୍ର)- ଦିବା ଘ୭।୨୧ ଗତେ ଘ୮।୪୫ ମ ଘ୧ ୧।୩୪ ଗତେ ଘ୧।୦ ମ ରାତ୍ରି ଘ୯।୫୨ ଗତେ ଘ୧୧।୨୮ ମ ଘ ୧।୪ ଗତେ ଘ ୨।୪୦ ମଧ୍ୟେ ।
___________
🌹ମେଷ: କିଛି ନୂଆ କରିବା ପାଇଁ ଯୋଜନା କରିବେ। ଘରକୁ ବନ୍ଧୁ ଆସିବା ହେତୁ ପରିବାରରେ ଖୁସିର ପରିବେଶ ରହିବ। ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ।
🌹ବୃଷ: ଅନ୍ୟମାନଙ୍କ ସହିତ ବ୍ୟବହାରରେ ଶାଳୀନତା ରଖନ୍ତୁ। କୌଣସି କାମରେ ଅଧିକ ସମୟ ଲାଗିପାରେ। ଛାତ୍ରମାନେ ନୂଆ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।
🌹ମିଥୁନ: ବେପାରରେ ଲାଭ ପାଇବେ। ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ମହିଳାମାନଙ୍କ ପାଇଁ ଆନନ୍ଦର ଦିନଟିଏ।
🌹କର୍କଟ: ଅଧିକ ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ମଜଭୁତ କରିବେ। ସନ୍ତାନଙ୍କ ସହିତ ସମୟ ଅତିବାହିତ କରିବା ହେତୁ ଖୁସି ପାଇବେ। ବାହାରକୁ ବୁଲି ଯିବାର ଯୋଜନା କରିବେ।
🌹ସି˚ହ: ଆପଣଙ୍କୁ ବହୁତ କିଛି ଶିଖିବାକୁ ମିଳିବ। ଓକିଲଙ୍କୁ କୌଣସି ବଡ଼ ମକଦ୍ଦମାରେ ବିଜୟ ହାସଲ ହୋଇପାରେ। ଜମି କିଣିବା ଲାଗି ଯୋଜନା କରିବେ।
🌹କନ୍ୟା: ସବୁ କାମ ସୁଚାରୁ ରୂପେ ସ˚ପୂର୍ଣ୍ଣ ହେବ। ଶିକ୍ଷଣୀୟ କାର୍ଯ୍ୟରେ ମନ ଲାଗିବ। ପାରିବାରିକ ଜୀବନ ସୁଖ ଶାନ୍ତି ଭରା ରହିବ। ପିଲାମାନଙ୍କ ପାଇଁ ଦରକାରୀ ଜିନିଷ କିଣିବେ।
🌹ତୁଳା: କୌଣସି କାର୍ଯ୍ୟ ସ˚ପୂର୍ଣ୍ଣ କରିବା ଲାଗି ଅପେକ୍ଷା କରିବାକୁ ପଡ଼ିପାରେ। ବେପାରରେ ଲାଭ ହେବ। ପ୍ରେମ ଜୀବନ ଖୁବ୍ ରୋଚକ ଓ ଆନନ୍ଦମୟ ରହିବ।
🌹ବିଛା: ନୂଆ ଯୋଜନା ପ୍ରସ୍ତୁତ କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ।
🌹ଧନୁ: ବିଚାର ଆଦାନ ପ୍ରଦାନ କରିବାର ସଫଳ ରହିବେ। ଆର୍ଥିକ ସ୍ଥିତି ବିଶେଷ ରୂପେ ମଜଭୁତ ହେବ। ଛାତ୍ରଛାତ୍ରୀ ଶିକ୍ଷଣୀୟ କଥା ଜାଣିବାକୁ ଉତ୍ସୁକ ହେବେ।
🌹ମକର: ଧୈର୍ଯ୍ୟ ଧରି କାମ କରନ୍ତୁ। ତରବରିଆ ଭାବେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ନୂଆ ଜିନିଷ କିଣିବେ। ବୈବାହିକ ଜୀବନରେ ଖୁସି ବଜାୟ ରହିବ।
🌹କୁମ୍ଭ: ଆପଣଙ୍କ ବ୍ୟକ୍ତିତ୍ବ ସୁବାସ ଭଳି ଚତୁର୍ଦ୍ଦିଗରେ ବିସ୍ତାରିତ ହେବ। ଧନଲାଭର ସୁଯୋଗ ପାଇବେ। ଛାତ୍ରଙ୍କୁ ନିଜ ପରିଶ୍ରମର ପରିଣାମ ହାସଲ ହେବ।
🌹ମୀନ: କ୍ୟାରିୟରରେ ସୁଧାର ପାଇଁ ଭଲ ଦିନଟିଏ। ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ଅଧୢାପକଙ୍କ ଲାଗି ଧନଲାଭର ନୂଆ ମାର୍ଗ ଖୋଲିବ।
ଜ୍ଯୋତିଷ ଗଣକ-ରମେଶ ଚନ୍ଦ୍ର ପଣ୍ଡା
ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ