🌹🌸ଆଜିର ପଞ୍ଚାଙ୍ଗ🌸🌹🌹୨୬ଅକ୍ଟୋବର୨୦୨୦(ସୋମବାର)🌹

Horoscope Today
Reading Time: 2 minutes

ଶ୍ରୀମନ୍ଦିରେ ଦଶହରା ଓ ମୃଣ୍ମୟୀ ଦେବୀଙ୍କର ଦଶହରା

ତୁଳା ଦି୧୦ନ ଅକ୍ଟୋବର ତା୨୬ରିଖ ରାଃ କାର୍ତ୍ତିକ ଦି୪ନ ସୋମବାର

ଦଶମୀ ଦ୭/୧ ୨ ଦିଘ୮/୪ ୨ ଶତଭିଷା ଦ୬୦ ନିଶାନ୍ତ କୁମ୍ଭ ଚନ୍ଦ୍ର ଦ୬୦ ନିଶାନ୍ତ ବୃଦ୍ଧି ଦ୪୯।୫ ୦ ରାଘ ୧।୪୫ ଗର ଦ୭।୧ ୨ ଘ୮।୪ ୨ ବାଣିଜ୍ୟ ଦ୩୨।୧୬ ରାଘ୯।୩୬ ରବ୍ୟଂଶ୮।୩୨।୫ ସୁକ୍ଷ୍ମଚନ୍ଦ୍ର ରା ୧୦।୭।୧ ୦।୩୨ ଦିନାର୍ଦ୍ଧ ଦ୧୪।୧୪।୨୩ ନିଶାର୍ଦ୍ଧ ଦ୧ ୫|୪୫।୩୭

“””””””””””””””””””””””””””””””””””””””””””””””
ଭାରତୀୟ ସାଧାରଣ ସମୟ ଅନୁସାରେ (IST.)
ତୁଳା ଦି୧/୨୭/୪୭ ଇଂଘ୫/୪ ୯/୧୦ ଗତେ ଉଦୟ
ମେଷ ଦି ୧/୨ ୨/୨ ୦ ଇଂଘ ୫/୧୨/୪୨ ଗତେ ଅସ୍ତ ।

“””””””””””””””””””””””””””””””””””””””””””””””

ଯୋଗିନୀ ଉତ୍ତରେ ଦିବା ଘ୮।୪ ୨ ଗତେ ଅଗ୍ନିକୋଣେ । ଯାତ୍ରା ଶୁଭ । ଉତ୍ତରେ,ବାୟବ୍ୟେ,ପଶ୍ଚ ମେ ଯାତ୍ରା ନାସ୍ତି । ଅଦ୍ୟ ଦେବତାଗଠନ,ନୌକାଗଠନ,ଦୀକ୍ଷାଗ୍ରହଣ, ଔଷଧିକରଣ ଓ ଭକ୍ଷଣ,ତୈଳରନ୍ଧନ, ନୈ।କାଚାଳନ, ହଳପ୍ରବାହ ଓ ବୀଜବପନ,ଧାନ୍ୟଚ୍ଛେଦନ, ବାଣିଜ୍ୟକରଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚାନ୍ଦ୍ର ଶୁଦ୍ଧି । ମିଥୁନ ଓ ମୀନ ରାଶିମାନଙ୍କର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର । ଦିବା ଘ୭/୧ ୫ ଗତେ ଘ୮/୪୧ ମଧ୍ୟେ କାଳବେଳା । ଘ୨।୨୧ ଗତେ ଘ୩।୫୭ ମ ବାରବେଳା । ରାତ୍ରି ଘ୯।୫୫ ଗତେ ଘ୧ ୧।୩୧ ମଧ୍ୟେ କାଳରାତ୍ରି । ରଜଶ୍ଚକ୍ରେ ସର୍ବସମ୍ପନ୍ନା । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କଳମ୍ବୀ (କଳମ ଶାଗ) ଦିବା ଘ୮।୪ ୨ ଗତେ ଶିମିକା (ଶିମ୍ବ ) ଭକ୍ଷଣ ନିଷେଧ । ଶରଣ । ଶ୍ରୀମନ୍ଦିରେ ଦଶହରା ପର୍ବ । ମୃଣ୍ମୟୀଦେବୀଙ୍କର ଦଶମୀ ପୂଜା ଓ ଦଶହରା ପର୍ବ । ଦେବୀ ଗଜବାହନେ ପ୍ରତ୍ୟାଗମନ । ଫଳଂ ବହୁଦା ଲକ୍ଷ୍ମୀ । ରାତ୍ରୈ। ଭଷାଣି ଆରମ୍ଭ (ଅମୃତ) – ଦିବା ଘ୭।୧୫ମଧ୍ଯେ ଘ୧ ୨।୫୭ ଗତେ ଘ୨।୨୧ ମ ରାତ୍ରି ଘ୮।୨୧ ମଧ୍ୟେ ଘ୩।୩୮ ଗତେ ଘ୫।୧୩ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୮।୫୧ ଗତେ ଘ୧୦।୭ ମ ରାତ୍ରି ଘ୧ ୧।୩୧ ଗତେ ଘ୧।୫ ମ ଘ୨।୪ ଗତେ ଘ୩।୩୮ ମଧ୍ୟେ ।

“””””””””””””””””””””””””””””””””””””””””””””””’

🌹ମେଷ: ବ୍ୟବସାୟୀଙ୍କ ପାଇଁ ଦିନଟି ସୁନିୟୋଜିତ ରହିବ। ଚାକିରି କ୍ଷେତ୍ରରେ କର୍ତ୍ତୃତ୍ବ ବଢ଼ିବ। ଜୀବନରେ ମଧୁର ସ˚ପର୍କ ଆରମ୍ଭ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ।

🌹ବୃଷ: ପରିବାର ଲୋକଙ୍କ ସହିତ ଜୀବନ ଆନନ୍ଦମୟ ହେବ। କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

🌹ମିଥୁନ: ଆଧୢାତ୍ମିକ ଚିନ୍ତା ଆପଣଙ୍କୁ ଶାନ୍ତି ପ୍ରଦାନ କରିବ। ପାରିବାରିକ ବିବାଦର ସମାଧାନ ହେବ। ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିପାରେ।

🌹କର୍କଟ: ବ୍ୟବସାୟର ନୂଆ ପନ୍ଥା ଖୋଜିବାକୁ ପଡ଼ିପାରେ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ରାଜନୀତିରେ ବିରୋଧୀଙ୍କ ସହ ଯୋଗାଯୋଗ ରହିବ।

🌹ସି˚ହ: ପୂଜାପାଠରେ ସମୟ ବିତିବ। ଆପଣଙ୍କ ମନରେ ନୂଆ ଆଶା ଉତ୍ପନ୍ନ ହେବ। ଟଙ୍କା ପଇସା ସମ୍ପର୍କିତ ମାମଲାର ସମାଧାନ ହୋଇଯିବ। କାରବାର ବୃଦ୍ଧି ହେବ।

🌹କନ୍ୟା: ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳତା ପାଇବେ। ବେକାରଙ୍କୁ ରୋଜଗାର ପାଇଁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ।

🌹ତୁଳା: ଠିକ୍‌ ଦିଶାରେ କାମ କଲେ ଅଧିକାଂଶ ସମସ୍ୟାର ସମାଧାନ କରିନେବେ। ଘରକୁ କୌଣସି ବନ୍ଧୁ ଶୁଭ ଖବର ନେଇ ଆସିବେ। ଜୀବନସାଥୀଙ୍କ ସହିତ ତିକ୍ତତା କମିବ।

🌹ବିଛା: ଆପଣଙ୍କ ଜୀବନର ସଫଳତା ଲାଗି ଦିନଟିଏ। ଟଙ୍କା ପଇସା ସମ୍ବନ୍ଧୀୟ ମାମଲାରୁ ଦୂରେଇ ରୁହନ୍ତୁ। ବ୍ୟବସାୟର ବିସ୍ତାର ଲାଗି ସୁଯୋଗର ଅପେକ୍ଷା କରନ୍ତୁ।

🌹ଧନୁ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ହେବ। ନୂଆ ଲୋକଙ୍କ ସହିତ ସ˚ପର୍କ ହୋଇପାରେ। ବ୍ୟବସାୟରେ ଲାଗିଥିବା ପୁଞ୍ଜିରୁ ଲାଭ ପାଇବେ।

🌹ମକର: ମନ ପ୍ରସନ୍ନ ରହିବ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ପାରିବାରିକ ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।

🌹କୁମ୍ଭ: କ୍ୟାରିୟରକୁ ପ୍ରଭାବିତ କଲା ଭଳି କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ନିକଟ ସ˚ପର୍କୀୟଙ୍କ ମାଧୢମରେ ଲାଭ ପାଇବେ। ପରିବାର ସହିତ ଆନନ୍ଦ ଉଲ୍ଲାସରେ ସମୟ କାଟିବେ।

🌹ମୀନ: ବ୍ୟବସାୟରେ ଭାଗୀଦାର ସହିତ ଜରୁରୀ ଆଲୋଚନା କରିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ।

 

🌹ଜ୍ଯୋତିଷ ଗଣକ-ରମେଶ ଚନ୍ଦ୍ର ପଣ୍ଡା🌹
🌹ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹

 

ଭାଗବତ ମହାପୁରାଣ କଥା…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.