
🙏 🚩📖 ଗୀତା ପାଠ📖 🚩🙏
☸️ॐ ଶ୍ରୀ ପରମାତ୍ମନେ ନମଃ☸️
🌺❗🕉️ ହରେ କ୍ରିଷ୍ଣା 🕉️❗🌺
☀️🎯ଆତ୍ମ ସଂଯମ ଯୋଗଃ🎯☀️
🌞ତତ୍ରୈକାଗ୍ରଂ ମନଃ କୃତ୍ଵା
🚩ୟତଚିତ୍ତେନ୍ଦ୍ରିୟକ୍ରିୟାଃ
🔱ଉପଵିଶ୍ୟାସନେ ୟୁଞ୍ଜ୍ୟାଦ୍
🔥ଉଗମାତ୍ମଵିଶୁଦ୍ଧୟେ।୦୬/୧୨।
ଶବ୍ଦାର୍ଥ:- ମନ ଓ ଇନ୍ଦ୍ରିୟମାନଙ୍କ କର୍ମକୁ ସଂଯତ କରି ଏକାଗ୍ର ଚିତ୍ତରେ ସେହି ଆସନରେ ଉପବେଶନ କରି ଆତ୍ମଶୁଦ୍ଧିପାଇଁ ଯୋଗାଭ୍ୟାସ କରିବାକୁ ହେବ।
ବ୍ୟାଖ୍ୟା : ଆସନରେ ତିନି ଘଣ୍ଟା ଅବିରାମ ଭାବରେ ବସିବା ଉଚିତ । ତେବେ ମନ ଓ ପ୍ରାଣସମୂହ ସ୍ଵାଭାବିକଭାବେ ଶାନ୍ତ ( ଚଞ୍ଚଳତା ବିହୀନ ) ହୋଇଯାଆନ୍ତି । ମନକୁ ଏକାଗ୍ର କରିବା ଅର୍ଥ – ସଂସାର ଚିନ୍ତାରୁ ମନକୁ ପୂର୍ଣ୍ଣ ରୁପେ ନିବୃତ୍ତ କରିଦେବା । ସଂସାର ଚିନ୍ତନ ଆସିଲେ , ସେଥିରେ ଜଡ଼ିତ ନ ହେଲେ ମନ ସ୍ବତଃ ଏକାଗ୍ର ଓ ଶାନ୍ତ ହୋଇଯିବ । ପରମାତ୍ମ ପ୍ରାପ୍ତିର ଉଦ୍ଦେଶ୍ୟ ରଖିବା ହିଁ ଅନ୍ତରରେ ଶୁଦ୍ଧି । ଯୋଗ ଏପରି ଶକ୍ତି , ଯାହାକୁ ସାଂସାରିକ ଭୋଗପ୍ରାପ୍ତିରେ ଲଗାଇଲେ ବହୁତ ରିଦ୍ଧି ସିଦ୍ଧି ପ୍ରାପ୍ତ ହେବ ଏବଂ ପରମାତ୍ମ ପ୍ରାପ୍ତିରେ ସହାୟକ ହେବ।
🙏⛳🔥‼️🕉️‼️🔥⛳🙏
🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
।। ॐ ଶ୍ରୀ ପରମାତ୍ମନେ ନମଃ।।
🔱🌞🏹‼️🕉️‼️🔱🌞🔱
🚩🔥।ଶ୍ରୀମଦ ଭଗବତ ଗୀତା-୦୫/୨୯।🔥🚩
👉👉👉ଯେ ମୋଠାରେ ପରାଭକ୍ତି କରି ଏ ଗୀତା ଗ୍ରନ୍ଥର ପରମ ଗୁପ୍ତ ଜ୍ଞାନ ମୋ ଭକ୍ତମାନଙ୍କ ମଧ୍ୟରେ କହିବେ ସେ ମତେ ପ୍ରାପ୍ତ ହେବେ ଏଥିରେ କୌଣସି ସନ୍ଦେହ ନାହିଁ । ୧୮/୬୮
🙏🙏🙏🙏🙏🙏🙏🙏🙏🙏