🙏 🚩📖 ଗୀତା ପାଠ📖 🚩🙏ଅଭ୍ୟାସ

Reading Time: 2 minutes Post Views: 173 🙏ଶ୍ରୀଭଗଵାନୁଵାଚ🙏 🌞ଅସଂଶୟଂ ମହାବାହୋ 🚩ମନୋ ଦୁର୍ନିଗ୍ରହଂ ଚଲମ 🔱ଅଭ୍ୟାସେନ ତୁ କୌନ୍ତେୟ 🔥ଵୈରାଗ୍ୟେଣ ଚ ଗୃହ୍ୟତେ।୦୬/୩୫। ଶବ୍ଦାର୍ଥ:- ଭଗବାନ କହୁଛନ୍ତି , ମୋ ମତରେ ଅସଂଯତଚିତ୍ତ ବ୍ୟକ୍ତିପାଇଁ ଯୋଗସିଦ୍ଧି ଦୁଷ୍ପ୍ରାପ୍ୟ କିନ୍ତୁ ଯାହାର ଚିତ୍ତ ଆତ୍ମବଶ ହୋଇଥିବ ସେ ଯତ୍ନଶୀଳ ହୋଇ ବିହିତ ଉପାୟ ଅବଲମ୍ୱନ କରି ସିଦ୍ଧିଲାଭ କରିପାରିବ।।୬/୩୫।। ବ୍ୟାଖ୍ୟା : – ଧ୍ୟେୟରେ ବାରମ୍ବାର ମନ ଇଗାଇବାକୁ ଅଭ୍ୟାସ କୁହାଯାଏ । ଏହି ଅଭ୍ୟାସର ସିଦ୍ଧି ସମୟ ସାପେକ୍ଷ । … Continue reading 🙏 🚩📖 ଗୀତା ପାଠ📖 🚩🙏ଅଭ୍ୟାସ