
ଯମଦୂତମାନେ କହୁଛନ୍ତି –
ବେଦଗଣ ଯେଉଁ କର୍ମ ବିଧାନ କରିଛନ୍ତି, ତାହା ହେଉଛି ଧର୍ମ ଏବଂ ଯେଉଁ କର୍ମ ନିଷେଧ କରିଛନ୍ତି, ତାହା ଅଧର୍ମ । ବେଦମାନେ ହେଉଛନ୍ତି ସ୍ବୟଂ ଭଗବାନ୍ ନାରାୟଣଙ୍କର ସ୍ବାଭାବିକ ଶ୍ବାସ-ପ୍ରଶ୍ବାସ ଏବଂ ସ୍ବୟଂପ୍ରକାଶ ଜ୍ଞାନ ।
ଜଗତର ରଜୋମୟ,ସତ୍ତ୍ବମୟ ଓ ତମୋମୟ ସକଳ ପଦାର୍ଥ ଓ ସମସ୍ତ ପ୍ରାଣୀ ସେମାନଙ୍କର ପରମ ଆଶ୍ରୟ ଭଗବାନଙ୍କ ଠାରେ ଅବସ୍ଥିତ ।
ବେଦ ହିଁ ସେମାନଙ୍କର ଗୁଣ,ନାମ, କର୍ମ ଓ ରୂପ ଆଦି ଅନୁସାରେ ସେମାନଙ୍କୁ ଯଥୋଚିତ ବିଭାଜନ କରିଥାନ୍ତି ।
।। ୬/୧/୪୦-୪୧।।
☘️🌸🙏ଶ୍ରୀ ଜଗନ୍ନାଥ ଶରଣଂ🙏🌸☘️