☘️🌸🌼ଭାଗବତ ବାଣୀ🌼🌸☘️ବିଷ୍ଣଦୂତ ଓ ଯମଦୂତଙ୍କ କଥୋପକଥନ

bhagvat Gita
Reading Time: < 1 minute

ଯମଦୂତମାନେ କହୁଛନ୍ତି –

ବେଦଗଣ ଯେଉଁ କର୍ମ ବିଧାନ କରିଛନ୍ତି, ତାହା ହେଉଛି ଧର୍ମ ଏବଂ ଯେଉଁ କର୍ମ ନିଷେଧ କରିଛନ୍ତି, ତାହା ଅଧର୍ମ । ବେଦମାନେ ହେଉଛନ୍ତି ସ୍ବୟଂ ଭଗବାନ୍ ନାରାୟଣଙ୍କର ସ୍ବାଭାବିକ ଶ୍ବାସ-ପ୍ରଶ୍ବାସ ଏବଂ ସ୍ବୟଂପ୍ରକାଶ ଜ୍ଞାନ ।

ଜଗତର ରଜୋମୟ,ସତ୍ତ୍ବମୟ ଓ ତମୋମୟ ସକଳ ପଦାର୍ଥ ଓ ସମସ୍ତ ପ୍ରାଣୀ ସେମାନଙ୍କର ପରମ ଆଶ୍ରୟ ଭଗବାନଙ୍କ ଠାରେ ଅବସ୍ଥିତ ।

ବେଦ ହିଁ ସେମାନଙ୍କର ଗୁଣ,ନାମ, କର୍ମ ଓ ରୂପ ଆଦି ଅନୁସାରେ ସେମାନଙ୍କୁ ଯଥୋଚିତ ବିଭାଜନ କରିଥାନ୍ତି ।
।। ୬/୧/୪୦-୪୧।।

☘️🌸🙏ଶ୍ରୀ ଜଗନ୍ନାଥ ଶରଣଂ🙏🌸☘️

 

ଭାଗବତ ବାଣୀ: ପୁନର୍ଜନ୍ମ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.