
➡️ଘରେ ବିଭିନ୍ନ ପ୍ରକାର ଫୋଟ ଲଗାଯାଇଥାଏ ।କିନ୍ତୁ ବୁଡି ଯାଉଥିବା ଡଙ୍ଗା କିମ୍ବା ମହାଭାରତ ଯୁଦ୍ଧର ଫଟୋ ଘରେ ଟାଙ୍ଗନ୍ତୁ ନାହିଁ ।ଏହା ଫଳରେ ଘରେ ଅଶାନ୍ତି ବୃଦ୍ଧି ହୋଇଥାଏ ।ଏହାକୁ ମନେ ରଖିଲେ ମଙ୍ଗଳ ହେବ ।
➡️ହରଡ ଡାଲି ସହିତ ଦହି ଖାଆନ୍ତୁ ନାହିଁ ।ଏହା ଫଳରେ ବ୍ଲଡ୍ ପ୍ରେସର୍ ହବାର ସମ୍ଭାବନା ଥାଏ ।
➡️ଗୋଡ୍ରେଜର ମୁହଁ ଦକ୍ଷିଣ ଦିଗକୁ କରି ରଖନ୍ତୁ ନାହିଁ ।ଯଦି ଏପରି ହୁଏ ତେବେ ଘରର କାହାର ନା କାହାର ଦେହ ସବୁବେଳେ ଅସୁସ୍ଥ ରହିବ ଏବଂ ତା’ପଛରେ ସବୁବେଳେ ଖର୍ଚ୍ଚ ହେବ ।
➡️ଘରେ ବ୍ଯବହୃତ ପାଣି ଟ୍ଯାପରୁ ପାଣି ବନ୍ଦ ପରେ ପାଣି ଝରିଲେ ଘରର ଅମଙ୍ଗଳ ହୋଇଥାଏ ।ଏହା ଦ୍ୱାରା ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟେ ନାହିଁ ।
➡️କେଶ ଉପୁଡୁଥିଲେ ଲୁଣଗୁଣ୍ଡ ଏବଂ ଦୁଦୁରା ପତ୍ର ରସ ୭ ଦିନ ଲେଖାଏଁ ମୁଣ୍ଡରେ ଲଗାନ୍ତୁ,ସୁଫଳ ମିଳିବ ।
➡️ସନ୍ତାନ ପ୍ରାପ୍ତି ହେବାର ଏକ ବର୍ଷ ପର୍ଯ୍ୟନ୍ତ ମାଆମାନେ ତିନୋଟି ଦ୍ରବ୍ୟ ଖାଇବା ଅନୁଚିତ୍ ।ସେଗୁଡିକ ହେଲା – (୧)ପଣସ
(୨)ଶୁଖୁଆ
(୩)ତାଳ
➡️ଯେକୌଣସି ଜଗନ୍ନାଥ ମନ୍ଦିରକୁ ୩ ଥର ପରିକ୍ରମା କରନ୍ତୁ ଓ ଶିବ ମନ୍ଦିରକୁ ଅର୍ଦ୍ଧ ପରିକ୍ରମା କଲେ ଅଶେଷ ପୂର୍ଣ୍ଣ୍ଯ ମିଳିଥାଏ ।
➡️ସୂର୍ଯ୍ୟ ଅସ୍ତ ପରେ କାହାକୁ କ୍ଷୀର,ହଳଦୀ ଏବଂ ଝାଡୁ ଦିଅନ୍ତୁ ନାହିଁ ।
🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 ଜୟ ଜଗନ୍ନାଥ🙏🏻
ନୌସେନା ଦିବସ, ଯବାନଙ୍କୁ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ